Poshan Odia HealthPhone

by Mobile Seva


Education

free



ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ୱାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା1. ଅପପୁଷ୍ଟିର ଲକ୍ଷଣ, ଫଳାଫଳ ଏବଂ ନିରାକରଣ2. ଗର୍ଭାବସ୍ଥାରେ ଯତ୍ନ: ଗର୍ଭଧାରଣ ସମୟରେ ଯତ୍ନ3. ସ୍ତନ୍ୟପାନ କରାଇବା ଏବଂ ଛଅ ମାସ ପରେ ଖାଦ୍ୟ4. ଅପପୁଷ୍ଟି ନିରାକରଣ କରିବା ପାଇଁ ଶପଥ କରନ୍ତୁଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ।ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟhttp://healthphone.org